ଉଦଳା: ବୈରାଟପୁର ପ୍ରିମିଅର ଲିଗ ସିଜିନ 2: ଏଲିଟ ଇଲେଭେନ ଓ ତ୍ରିଶକ୍ତି ଫାଇଟରଙ୍କ ବିଜୟ
ଉଦଳା ବ୍ଲକ ବୈରାଟପୁର ପ୍ରିମିଅର ଲିଗ ସିଜିନ 2 ର 4ର୍ଥ ଦିନରେ ଏଲିଟ ଇଲେଭେନ ଓ ତ୍ରିଶକ୍ତି ଫାଇଟର ବିଜୟୀ ହୋଇଛନ୍ତି। ଉଦଳା ବିଧାୟକ ଭାସ୍କର ମଢେଇ ପଡିଆକୁ ମୋଡେଲ ପଡିଆ ଓ ମିନି ଷ୍ଟାଡିଅମ କରିବାକୁ ପ୍ରତିଶୃତି ଦେଇଛନ୍ତି।