Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ସୁନ୍ଦରଗଡ ସହର: ଆଠ କୋଶିଆ ରିଜର୍ଭ ଫରେଷ୍ଟରେ ବାଘ ଓ ହାତୀଙ୍କ ଗତି ବିଧି ନେଇ ଲାଗିଲା ଆଉ 6 ଗୋଟି ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାପ୍ କ୍ୟାମେରା

ଆଜି ଅଗଷ୍ଟ 12 ତାରିଖ ଆଠାକୋଶିଆ ରିଜର୍ଭ ଫରେଷ୍ଟ ର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ବନ ବିଭାଗ ତରଫରୁ ଅଧିକ 6 ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାପ୍ କ୍ୟାମେରା ଲଗାଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛନ୍ତି। ତେବେ ଗତ କାଲି ଦୁଇଟି ଲାଗିଥିଲା ବେଳେ ଆଜି ଅପରାହ୍ନ 5ଟା ସୁଦ୍ଧା ଅଧିକ 6 ଗୋଟି ଏପରି ସର୍ବ ମୋଟ 8 ଟି କ୍ୟାମେରା ଲାଗିଥିବା ଜଣା ପଡ଼ିଛି। ତେବେ ବାଘର ବାସ୍ତବ ଛବି ବନ ବିଭାଗ ହତାରେ ଏ ପର୍ଯ୍ୟନ୍ତ ଲାଗି ନାହିଁ। ଅପର ପକ୍ଷେ ଗତ କାଲି ସନ୍ଧ୍ୟା ସୁଦ୍ଧା କେତେକ ସ୍ଥାନରେ ବାଘର ପାଦର ଛାପ ବନ ବିଭାଗର ହସ୍ତଗତ ହୋଇଥିବା ଜଣା ପଡିଛି। ତେବେ ବାଘର ସମ୍ଭାବ୍ୟ