Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: କୁଠୁଳିଆପଡା ଜଙ୍ଗଲର ୩୭ଏକରରେ ବେଆନ ଗଞ୍ଜଜେଇ ଚାଷକୁ କାଟି ନିଆଁରେ ପୋଡି ନଷ୍ଟ କରିଛି ଅବକାରୀ ପୋଲିସ

ଆଜି ସନ୍ଧ୍ୟା ୭ଟା ସମୟରେ ବୌଦ୍ଧ ଅବରୀ ଥାନା ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ସକାଳ ପାଖପଖି ୧୦ଟା ସମୟରେ ବୌଦ୍ଧ ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଇନ୍ସପେକ୍ଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱ ଜିଲ୍ଲା ବିଭାନ୍ନ ଅବକାରୀ ଥାନାର ଷ୍ଟାଫ, ଜଙ୍ଗଲ ବିଭାଗର ଷ୍ଟାଫ ମିଳିତରେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୁଣ୍ଡୁଳିଆ ପଞ୍ଚାୟତର ଏରଡା (କୁଠଲିଆପଡା ) ଜଙ୍ଗଲ ବେଆନା ଗଞ୍ଜେଇ ଚାଷ ନେଇ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ୩୭ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୪୪,୪୦୦ଟି ଗଞ୍ଜେଇ ଗଛକୁ କାଟି ନିଆଁରେ ପୋଡି ନଷ୍ଟକରାଯାଇଛି l
ବୌଦ୍ଧ ସଦର: କୁଠୁଳିଆପଡା ଜଙ୍ଗଲର ୩୭ଏକରରେ ବେଆନ ଗଞ୍ଜଜେଇ ଚାଷକୁ କାଟି ନିଆଁରେ ପୋଡି ନଷ୍ଟ କରିଛି ଅବକାରୀ ପୋଲିସ - Baudh Sadar News