#ଭିଜିଲାନ୍ସ_ଜାଲରେ_ଭିମସାର_ଏବଂ_ବୁର୍ଲାର_ଦୁଇ_ସରକାରୀ_ବାବୁ । ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେର । ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ଏପର୍ଯ୍ୟନ୍ତ ତଲାସିରେ ଧନୁର୍ଦ୍ଧର ବିଶ୍ୱାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୨ଟି କୋଠା, ସମ୍ବଲପୁର ସହର ଉପକଣ୍ଠରେ ୨୦ଟି ମୂଲ୍ୟବାନ ପ୍ଲଟ, ୧୯ ଲକ୍ଷ ୭୨ ହଜାର ୪୯୦ ଟଙ୍କା ନଗଦ, ଏକ ହାଇୱା, ଏକ ରେନଲ୍ଟ କାଇଗର କାର୍, ୨ଟି ଟ୍ରାକ୍ଟର ଓ ୩ଟି ଦୁଇଚକିଆ ଯାନ ଠାବ କରାଯାଇଛି ।
#latastnewsupdate #pabitranewsodisha #pabitranewsodishalive #breakingnews #vilinacered