Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ବେରୁଣପଦି ସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ଆଧୁନିକ କ୍ରୀଡା କମ୍ପ୍ଲେକ୍ସ ଉଦଘାଟିତ

Anandapur, Kendujhar | Dec 17, 2025
ବେରୁଣପଦି ଠାରେ ଥିବା ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ଆଧୁନିକ କ୍ରୀଡା କମ୍ପ୍ଲେକ୍ସ‌ର ଉଦ୍‌ଘାଟନ ଓ ପରମହଂସ ଯୋଗାନନ୍ଦ ବ୍ଲକ୍‌ର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ  ହୋଇ ଯାଇଛି। ସ୍କୁଲର ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ ସେଠୀଙ୍କ ସଂଯୋଜନାରେ ଆଜି ଦିନ ୨ଟା ବେଳେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ, ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପରମହଂସ ଯୋଗାନନ୍ଦ ବ୍ଲକ୍‌ର ଶିଳାନ୍ୟାସ କରିଥିଲେ।

MORE NEWS

ଆନନ୍ଦପୁର: ବେରୁଣପଦି ସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ଆଧୁନିକ କ୍ରୀଡା କମ୍ପ୍ଲେକ୍ସ ଉଦଘାଟିତ - Anandapur News