ବିଭିନ୍ନ ଦାବୀ ପୂରଣ ପାଇଁ ଗୁଣୁପୁର ବ୍ଲକର ଅଙ୍ଗନବାଡି କର୍ମୀମାନେ ଆସନ୍ତା ୨୩ ତାରିଖରୁ ସମୁହ ଛୁଟିରେ ଯିବେ। ଏ ନେଇ ବିଡିଓ, ଥାନା ଅଧିକାରୀ ଓ ଆଇସିଡିଏସ୍ କାର୍ଯ୍ୟାଳୟରେ ଦରଖାସ୍ତ ଦିଆଯାଇଛି।