ବାରମ୍ବାର ଦାବି ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ବଡକୁଟୃ ଗ୍ରାମର ଚାଷୀମାନେ ନିଜସ୍ବ ଅର୍ଥ ଓ ଶ୍ରମ ଦାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।