ପୁରୀ: ପୁରୀରେ ସମ୍ପନ୍ନ ହେଲା 47ତମ ମା ମାଉସୀମା ଗଜଲକ୍ଷ୍ମୀ ମହୋତ୍ସବ, ଯୋଗ ଦେଲେ ସାଂସଦ ସମ୍ବିତ ପାତ୍ର
Puri, Puri | Nov 15, 2026
ପୁରୀ ମାଉସୀ ମା ଛକରେ ଥ୍ରୀ ଷ୍ଟାର କ୍ଲବ ପକ୍ଷରୁ 47ତମ ଗଜଲକ୍ଷ୍ମୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଯୋଗ ଦେଇ ପ୍ରତିଭା ମାନଙ୍କୁ ସମ୍ମାନିତ କରିଛନ୍ତି।