ବ୍ରହ୍ମପୁର ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ। କୃତ୍ରିମ ବୁଦ୍ଧିମତା ଓ ସୋସିଆଲ ମିଡ଼ିଆ ଯୁଗରେ ନିରପେକ୍ଷ ଖବର ପରିବେଷଣ ଓ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ହେଲା ଆଲୋଚନା।