ତେଲକୋଇ: ଟୁଙ୍ଗୁରୁ ବାହାଳରେ ପଲୁଆ ହାତୀ ଆତଙ୍କ ଅଞ୍ଚଳରେ ଭୟର ବାତାବରଣ ।ତେଲକୋଇ ବନବିଭାଗ ହାତୀଙ୍କୁ କଡ଼ା ନଜର ରଖିଛି
ଟୁଙ୍ଗୁରୁ ବାହାଳରେ ପଲୁଆ ହାତୀ ଆତଙ୍କ ଅଞ୍ଚଳରେ ଭୟର ବାତାବରଣ ।ତେଲକୋଇ ବନବିଭାଗ ହାତୀଙ୍କୁ କଡ଼ା ନଜର ରଖିଛି । ଧାନ କୁ ଖଳାରେ ଚାଷୀ ରଖିଥିବା ବେଳେ ହାତୀ ଭୟରେ ନିଆଁ ଜାଳି ଚାଷୀ ମାନେ ରାତ୍ରୀ ତମାମ ଅନିଦ୍ରା । ଆଜି ରାତ୍ରୀ ୧୧ଟା ସମୟର ସୂଚନା ।