କେନ୍ଦୁଝର ସହର: ଗୟଳମୁଣ୍ଡା ମଣ୍ଡଳ ବିଜେପି ର ପୂର୍ବ ସଭାପତି ସ୍ବର୍ଗତ ହେମନ୍ତ ମହାନ୍ତଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ
ଗୟଳମୁଣ୍ଡା ମଣ୍ଡଳ ବିଜେପି ର ପୂର୍ବ ସଭାପତି ସ୍ବର୍ଗତ ହେମନ୍ତ ମହାନ୍ତଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ । ଆନନ୍ଦପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ , ପୂର୍ବତନ ବ୍ଲକ ଅଧ୍ୟାକ୍ଷ ରାମଚନ୍ଦ୍ର ସାହୁ ଓ ଅନ୍ୟ ବରିଷ୍ଠ ନେତୃତ୍ୱ ଙ୍କ ସହ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।