ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ଶ୍ରୀ ଶ୍ରୀ ରବିଶଙ୍କର
Puri, Puri | Nov 15, 2026
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଏକ ବୈଠକରେ ଗଜପତି ମହାରାଜ, ଶ୍ରୀ ଶ୍ରୀ ରବିଶଙ୍କର, ସାଂସଦ ସମ୍ବିତ ପାତ୍ର ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।