ସାଙ୍ଗ ନେଲେ ସାଙ୍ଗର ଜୀବନ l ମଦ ସାଜିଲା ମୃତ୍ୟୁର କାରଣ l ସାଙ୍ଗ ହୋଇ ମଦ ପିଇଲେ l ଶେଷରେ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲେ l
ତିନି ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ
ଏମିତି ଏକ ହୃଦୟ ଲୋମ ଟାଙ୍କୁରୀ ଯିବା ଭଳି ହତ୍ୟାକାଣ୍ଡ ଗତ 14 ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଜାମୁଗୁଡା ଗ୍ରାମରେ ଘଟିଥିଲା l ଆଉ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l
#Koraput #National24
Khordha, Khordha | Aug 17, 2026