Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
No video available

"श्राद्ध और पितृ पूजा से जीव की गति नहीं होती" प्रेत शिला पर जाय विराजे, फिर पितरों पिण्ड भराहीं। बहुर श्राद्ध खान कूं

Hemgir, Sundargarh | Sep 19, 2024

MORE NEWS

ଆଜି ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ଠାରେ ଚାଲିଥିବା ମହେନ୍ଦ୍ର ମେଳାରେ ଆଜି ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମାନ୍ୟବର ଖଣି,ଇସ୍ପାତ,ଗମନାଗମନ, ପରିଵହନ ମନ୍ତ୍ରୀ ଆଦରଣୀୟ ଵିଭୁତି ଭୁଷଣ ଜେନା ଭା,ରାଜ୍ୟର ସମ୍ମାନିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଦରଣୀୟ ଶ୍ରୀ ସୁରେଶ ପୂଜାରୀ ଭାଇ ଉପସ୍ଥିତ ରହି ମହାପ୍ରଭୁ ମହେନ୍ଦ୍ରେଶ୍ୱରଙ୍କ ଦର୍ଶନ କରିବା ସହ ସାଧୁ, ସନ୍ଥ ଓ ପଣ୍ଡିତ ମାନଙ୍କ ଆଶୀର୍ବାଦ ଭିକ୍ଷ୍ୟା କଲେ ଏଵଂ ଜଗତର କଲ୍ୟାଣ ପାଇଁ ଦେଵାଧିଦେବ ମହାଦେବଙ୍କୁ ଵିଧି ପୂର୍ବକ ପୂଜାର୍ଚନା କଲେ🙏
​ଏହି ଅବସରରେ ହଜାର ହଜାର ଶ୍ରଧାଳୁଙ୍କ ଭିଡ଼ ଭିତରେ, ସାଧୁ ଓ ସନ୍ଥଙ୍କ ସଙ୍ଖଧ୍ୱନୀ, ତାଳି, କିର୍ତ୍ତନ, ମୣଦଙ୍ଗ ଏଵଂ ମାଁ ଓ ଭଉଣୀଙ୍କ ହୁଳହୁଳିରେ ପବିତ୍ର ମହେନ୍ଦ୍ର ମାଟି ପ୍ରକମ୍ପିତ ହେଲା। ଏଥିଦ୍ୟାରା ମହେନ୍ଦ୍ର ମେଳାର ଭକ୍ତିମୟ ପରିବେଶ ଆହୁରି ଉତ୍ସାହିତ ଓ ଉଲ୍ଲାସିତ ହୋଇଉଠିଥିଲା!

ଆଜି ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ଠାରେ ଚାଲିଥିବା ମହେନ୍ଦ୍ର ମେଳାରେ ଆଜି ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମାନ୍ୟବର ଖଣି,ଇସ୍ପାତ,ଗମନାଗମନ, ପରିଵହନ ମନ୍ତ୍ରୀ ଆଦରଣୀୟ ଵିଭୁତି ଭୁଷଣ ଜେନା ଭା,ରାଜ୍ୟର ସମ୍ମାନିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଦରଣୀୟ ଶ୍ରୀ ସୁରେଶ ପୂଜାରୀ ଭାଇ ଉପସ୍ଥିତ ରହି ମହାପ୍ରଭୁ ମହେନ୍ଦ୍ରେଶ୍ୱରଙ୍କ ଦର୍ଶନ କରିବା ସହ ସାଧୁ, ସନ୍ଥ ଓ ପଣ୍ଡିତ ମାନଙ୍କ ଆଶୀର୍ବାଦ ଭିକ୍ଷ୍ୟା କଲେ ଏଵଂ ଜଗତର କଲ୍ୟାଣ ପାଇଁ ଦେଵାଧିଦେବ ମହାଦେବଙ୍କୁ ଵିଧି ପୂର୍ବକ ପୂଜାର୍ଚନା କଲେ🙏 ​ଏହି ଅବସରରେ ହଜାର ହଜାର ଶ୍ରଧାଳୁଙ୍କ ଭିଡ଼ ଭିତରେ, ସାଧୁ ଓ ସନ୍ଥଙ୍କ ସଙ୍ଖଧ୍ୱନୀ, ତାଳି, କିର୍ତ୍ତନ, ମୣଦଙ୍ଗ ଏଵଂ ମାଁ ଓ ଭଉଣୀଙ୍କ ହୁଳହୁଳିରେ ପବିତ୍ର ମହେନ୍ଦ୍ର ମାଟି ପ୍ରକମ୍ପିତ ହେଲା। ଏଥିଦ୍ୟାରା ମହେନ୍ଦ୍ର ମେଳାର ଭକ୍ତିମୟ ପରିବେଶ ଆହୁରି ଉତ୍ସାହିତ ଓ ଉଲ୍ଲାସିତ ହୋଇଉଠିଥିଲା!

Raurkela M, Sundargarh | Jun 10, 2026

ସୁନ୍ଦରଗଡ: ସୁନ୍ଦରଗଡ SBI ମୁଖ୍ୟ ଶାଖା ରେ ରକ୍ତ ଦାନ ଶିବିର କୁ ନେଇ ଶାଖା ଚିଫ ମ୍ୟାନେଜର ଓ ଜଣେ ରକ୍ତ ଦାତା ଙ୍କ ପ୍ରତିକ୍ରିୟା

ସୁନ୍ଦରଗଡ: ସୁନ୍ଦରଗଡ SBI ମୁଖ୍ୟ ଶାଖା ରେ ରକ୍ତ ଦାନ ଶିବିର କୁ ନେଇ ଶାଖା ଚିଫ ମ୍ୟାନେଜର ଓ ଜଣେ ରକ୍ତ ଦାତା ଙ୍କ ପ୍ରତିକ୍ରିୟା

Sundargarh, Sundargarh | Jun 10, 2026