ଅନୁଗୋଳ: ଅନୁଗୋଳରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ, ଛେରା ପହଁରା କଲେ ଏସପି
Anugul, Angul | Jul 5, 2025 ଅନୁଗୋଳରେ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ଏଥିରେ ଅନୁଗୋଳ ଏସପି ରାହୁଲ ଜୈନ ତିନି ରଥରେ ଛେରା ପହଁରା କରିଥିବା ସୂଚନା ମିଳିଛି। ଭକ୍ତଙ୍କ ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି। ପ୍ରବଳ ବର୍ଷା ସତ୍ବେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମାଉସୀ ମା ଘରୁ ଶୈଳ ଶ୍ରୀକ୍ଷେତ୍ରକୁ ତିନି ଠାକୁର ପହଞ୍ଚିଥିବା ସୂଚନା ମିଳିଛି।