ବଡସାହି: ବେତନଟୀ ଥାନାରେ ନିର୍ମିତ ତ୍ରିନାଥଙ୍କ ଭଵ୍ୟ ମନ୍ଦିର ପ୍ରତିଷ୍ଠାଉତ୍ସବର ପୂର୍ଣ୍ଣାହୁତିରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି
ବେତନଟୀ ଥାନାରେ ଆୟୋଜିତ ତ୍ରିନାଥଙ୍କ ଭଵ୍ୟମନ୍ଦିର ପ୍ରତିଷ୍ଠାତ୍ସବର ପୂର୍ଣ୍ଣାହୁତି ଅବସରରେ ଶୁକ୍ରବାର ଅପରାହ୍ନ ୪ଟାରେ ଥାନାରେପହଞ୍ଚି ମନ୍ଦିରଯାଇ ଦିଅଁ ଦର୍ଶନକଲେ ବଡସାହି ନିର୍ବାଚନମଣ୍ଡଳୀର ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ବେତନଟୀଥାନାରେ ନିର୍ମିତ ତ୍ରିନାଥଙ୍କ ଭଵ୍ୟମନ୍ଦିର ପ୍ରତିଷ୍ଠାଉତ୍ସବର ପୂର୍ଣ୍ଣାହୁତିରେ ଆୟୋଜିତ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ୨ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l