Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: ଖୁଣ୍ଟାପଡ଼ା ମନ୍ଦିର ଛକପୋଲ ନିକଟରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣା ,ବାଇକ ଆରୋହିଙ୍କ ପରିଚୟ ଅଷ୍ପଷ୍ଟ

Telkoi, Kendujhar | Dec 20, 2025
ତେଲକୋଇ ଥାନା ଖୁଣ୍ଟାପଡ଼ା ମନ୍ଦିର ଛକପୋଲ ନିକଟରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣା ,ବାଇକ ଆରୋହି ଦୁଇଜଣଙ୍କ ପରିଚୟ ଅଷ୍ପଷ୍ଟ । ସ୍ଥାନିୟ ଲୋକେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ପଠାଇ ଥିବାର ସୂଚନା । ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରୁଛି ତେଲକୋଇ ପୁଲିସ୍ ।ଆଜି ରାତ୍ରୀ ଆଠଟା ସମୟର ସୂଚନା ।