ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ରାଜଗାଙ୍ଗପୁର,ବିଶ୍ରା,କୁଆରମୁଣ୍ଡା,ବୀରମିତ୍ରପୁର ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା।
ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୬୩ଟି ବନବିଭାଗ ତରଫରୁ ଜଣାପଡିଛି।ରାଜଗାଙ୍ଗପୁର ରେଞ୍ଜରେ ୧ଟି ହାତୀ,ବିଶ୍ରା ରେଞ୍ଜରେ ୨ଟି ହାତୀ,କୁଆରମୁଣ୍ଡା ରେଞ୍ଜରେ ୨୬ଟି ହାତୀ,ବୀରମିତ୍ରପୁର ରେଞ୍ଜରେ ୩୪ଟି ହାତୀ ଅଛନ୍ତି।ବିଭିନ୍ନ ଦଳ ଜଙ୍ଗଲରେ ହାତୀମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ବନବିଭାଗ ତରଫରୁ ଆଜି ପହଞ୍ଚିଛନ୍ତି।