ପାରଳାଖେମୁଣ୍ଡି: ଗଜପତି: ଅପରାଧ ରୋକିବାକୁ ପୋଲିସ ଓ ଓକିଲଙ୍କ ମଧ୍ୟରେ ସମନ୍ୱୟ ବୈଠକ
ଗଜପତି ଜିଲ୍ଲାରେ ଅପରାଧ ହ୍ରାସ ଓ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ଓକିଲଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ। ଭଲ କାର୍ଯ୍ୟ ପାଇଁ ଅଧିକାରୀ ଓ ଓକିଲଙ୍କୁ ସମ୍ବର୍ଦ୍ଧନା।