ଅନୁଗୋଳ: ଅନୁଗୋଳ ତଳଗଡ ବାବା ବାଲୁଙ୍କେଶ୍ଵର ଶିବ ମନ୍ଦିରରେ ନାମଯଜ୍ଞ, ଯୋଗ ଦେଲେ ବିଧାୟକ ପ୍ରତାପ ପ୍ରଧାନ
Anugul, Angul | Nov 21, 2026 ଅନୁଗୋଳ ନିର୍ବାଚନ ମଣ୍ଡଳୀ ତଳଗଡ ବାବା ବାଲୁଙ୍କେଶ୍ଵର ଶିବ ମନ୍ଦିରରେ ଆୟୋଜିତ ଶ୍ରୀରାମ ଚରିତ ମାନସ ପରାୟଣ ଓ ନାମଯଜ୍ଞ ଉତ୍ସବରେ ଯୋଗଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ଅଞ୍ଚଳର ସୁଖ ଓ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା। ଏହି କାର୍ଯ୍ୟକ୍ରମରେ ଅନେକ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।