Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ତେଲକୋଇ: ଆଗକୁ ନୂତନ ବର୍ଷ ପିକନିକ୍ ଋତୁ ଥିବାରୁ ତେଲକୋଇ ପୁଲିସ୍ ଓ ଅବକାରୀ ବିଭାଗ ଆକ୍ସନ ମୋଡ଼ରେ । ସାବାଡ଼ ହେବେ ବେପାରୁଆ , ମଦୁଆ

Telkoi, Kendujhar | Dec 21, 2025
ଆଗକୁ ନୂତନ ବର୍ଷ ପିକନିକ୍ ଋତୁ ଥିବାରୁ ତେଲକୋଇ ପୁଲିସ୍ ଓ ଅବକାରୀ ବିଭାଗ ଆକ୍ସନ ମୋଡ଼ରେ । ସାବାଡ଼ ହେବେ ବେପାରୁଆ , ମଦୁଆ, ବାହାର ଦୁର୍ବୃତ,ଅସାଧୁ ବ୍ୟକ୍ତି । ସମ୍ବେଦନଶୀଳ ଅଞ୍ଚଳ ସାଙ୍ଗକୁ ଗାଁ ଗହଳିର ଗଳିକନ୍ଧିରେ ଅପରାଧ ନିୟତ୍ରଣ ପାଇଁ ଜୋରଦାର ଚେକିଙ୍ଗ୍ ଚାଲୁରହିଛି। ଆଜି ଅପରାହ୍ନରେ କାଳିଆ ହତାଫାଣ୍ଡି ଅଞ୍ଚଳ ଅଜୟପୁର ଜଙ୍ଗଲ ର ଚୋରାମହୁଲି ଭାଟି ଉପରେ ଚଢାଉ । ତିନି କୁଇଣ୍ଟାରରୁ ଅଧିକ ମହୁଲ ପୁଚନଷ୍ଟ । କତରାପାଲିରେ ଜୋରଦାର ନକଏଣ୍ଡ ଏମଭି ଚେକିଙ୍ଗ ।ଆଜି ଅପରାହ୍ନର ୫ଟା ୩୦ମି. ସମୟର ସୂଚନା ।