ରାଇରଙ୍ଗପୁୁର: ମୟୂରଭଞ୍ଜ: ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ସାଂସଦ ନବ ଚରଣ ମାଝୀ
ମହାସପ୍ତମୀ ଅବସରରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଅଁଳାଯୋଡ଼ି, ଗୋରୁମହିଷାଣୀ, ସୁଦର୍ଶନପୁର ଓ ଝରାଡ଼ିହିର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।