ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ଦାନ୍ତିଆ ଜିତେନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ୩ ଗୋଲରେ କାଳିଆପାଣୀ ଚମ୍ପିଅନ, ମୂଖ୍ଯ ଅତିଥି ଭାବେ କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ ,ବିଧାୟକ ପ୍ରାର୍ଥୀ ଡଃ ଶମ୍ଭୁନାଥ ରାଉତ,ପୃଥିରାଜ କୁଅଁର,ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ର, ଆକାଶ ସାହୁ ,ମଣ୍ତଳ ସଭାପତି ଅଜୟ ବାରିକ,ଆକାଶ ସାହୁ, ଯଜ୍ଞ ପ୍ରସାଦ ସାହୁ, ମାନସରଞ୍ଜନ ସାହୁ, ତୀର୍ଥବାସୀ ଜେନା,କେନ୍ଦୂଝର ଟ୍ରକ ମାଲିକ ସଂଘ ସଭାପତି ପଦ୍ମଲୋଚନ ସାହୁ,ଯୁଗ୍ମ ସମ୍ପାଦକ ପପୁନ ପଟ୍ଟନାୟକ, ଇବି ମେମ୍ବର ସୂବ୍ରତ କୁଅଁର ସମେତ ବହୁ ବଶିଷ୍ଟ ବ୍ଯକ୍ତିଙ୍କ ଯୋଗଦାନ