ପୁରୀ: ପୁରୀ ବେଳାଭୂମିରେ ମାନସ ସାହୁଙ୍କ ସଚେତନତାମୂଳକ ବାଲୁକା କଳା
Puri, Puri | Nov 17, 2026
ବିଶ୍ୱ COPD ଦିବସ 2026 ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଫୁସଫୁସ୍ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ପାଇଁ ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ 10 ଟନ୍ ବାଲି ବ୍ୟବହାର କରାଯାଇଛି।