ପୁରୁଣା କଟକ: ହରଭଙ୍ଗାରେ ଅସହାୟ ପକ୍ଷାଘାତ ରୋଗୀଙ୍କୁ ମାନବିକ ସହାୟତା ଦେଲେ ତହସିଲଦାର
ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନାଙ୍କ ନିର୍ଦେଶରେ, ପୁରୁଣାକଟକର ଏକ ଅସହାୟ ପକ୍ଷାଘାତ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଦେବା ସହ ଯତ୍ନ ନେବା ଆରମ୍ଭ କରାଗଲା। ତାଙ୍କୁ ଶୀଘ୍ର କୁଷ୍ଠାଶ୍ରମକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି।