ନର୍ଲା: ଶାନ୍ତପୁର ପିଏମଶ୍ରୀ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ, ପ୍ରଦର୍ଶିତ ହେଲା 55ଟି ପ୍ରକଳ୍ପ
ନର୍ଲା ବ୍ଲକ ଶାନ୍ତପୁର ପିଏମଶ୍ରୀ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ। ଏଥିରେ 55ଟି ପ୍ରକଳ୍ପ ପ୍ରଦର୍ଶିତ ହେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମରେ 'ବିଜ୍ଞାନ ସାଗର' ପ୍ରାଚୀର ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଛି।