ସଦର: ବୋରିଂପଦର ଗାଁରେ ପୋଖରୀକୁ ମାଛ ଧରିବାକୁ ଯାଇ ଗତକାଲି ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଥିବା ସୂଚନା
କେସିଙ୍ଗା ଏନ୍ ଏ ସି ର ୮ନମ୍ବର ୱାର୍ଡ ର ବୋରୀଙ୍ଗ ପଦର ଗାଁର ବୈବସୂତ ରଣା ନିଜ ଗାଁ ପୋଖରୀ କୁ ମାଛ ମାରିବାକୁ ଯାଇ ଗତକାଲି ନିଖୋଜ ହେଇଥିଲେ,ଅଗ୍ନିଶ୍ରମ୍ ବିଭାଗ କର୍ମଚାରୀ ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତ ଦେହ ଉଦ୍ଧାର କରିଛନ୍ତି, ପୋଲିସ ର ତଦନ୍ତ ଜାରି