ଆଜି 21 ଫେବୃଆରି ଶନିବାର ଅପରାହ୍ନ 3 ଟାରେ ଶବ ବ୍ୟବଛେଦ କରାଇ ମୃତକଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଛନ୍ତି ସଦର ଥାନା ପୋଲିସ। ତେବେ ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। କୌଣସି ସୂତ୍ରରୁ ଖବର ପାଇ ସଦର ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥଲେ। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ - ଟିକେଶ୍ୱର ନାଏକ ଓ ତାଙ୍କ ଘର କୋଲବା। ସେ ଗତ କାଲି ତାଙ୍କ ସ୍କୁଟି OD -16N-9938 ଯୋଗେ ସୁନ୍ଦରଗଡ଼ ପଟୁ ତାଙ୍କ ଗାଁ କୋଲବା କୁ ଫେରୁଥିବା ପିକଅପ ଭ୍ୟାନ OD -16N-6989 ଧକ୍କା ଦେଇଥିଲା। ସଦର ପୋଲିସ ଗୁରୁତର