Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
image
image
image

#ରାଜନୀତିରେ_ସୁଜାତାଙ୍କ_ଏଣ୍ଟ୍ରି ନବୀନଙ୍କ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ । #SujataKarthikeyan #Bjd #pabitranews #nabinpattanayak #vkpandian

MORE NEWS

#ସାପ_କାମୁଡିବା_ପରେ_ସାପ_କୁ_ଧରି_ମେଡ଼ିକାଲ_ଆସିଲେ_ମହିଳା 
ବଜାରକୁ ଆସିଥିଲେ ମହିଳା ଜଣକ । ସେଠାରେ ଏକ ଅଜଣା ସାପ କାମୁଡ଼ି ଦେଲା କଣ କରିବ କିଛି ଜାଣି ପାରିଲା ନାହିଁ । ଗୋଟେ ବିସ୍କୁଟ ଜାର ଆଣି ସେ ସାପକୁ ପୁରେଇଲା । ତାପରେ ଗୋଟେ ବ୍ୟାଗ୍ ରେ ଭରି ଚାଲିଲା ମାଲକାନଗିରି ମେଡ଼ିକାଲକୁ । ସେପଟେ ସାପକୁ ଦେଖି ଡକ୍ଟର ତାସହ ପାଖରେ ଥିବା ଲୋକ ଛାନିଆ । କିନ୍ତୁ ମହିଳା ଜଣକ ଚୁପଚାପ୍ ସାପ ଜାର ଟିକୁ ବ୍ୟାଗ୍ ରୁ ବାହାର କରି ଡକ୍ଟରଙ୍କୁ ଦେଖେଇଲା । ଏବେ ସେ ସୁସ୍ଥ  ମେଡିକାଲରେ ଅଧିକ ଚିକିତ୍ସା ଜାରି ରହିଛି। 
#latastnewsupdate #pabitranews #malkangiri 
#sneakerhead

#ସାପ_କାମୁଡିବା_ପରେ_ସାପ_କୁ_ଧରି_ମେଡ଼ିକାଲ_ଆସିଲେ_ମହିଳା ବଜାରକୁ ଆସିଥିଲେ ମହିଳା ଜଣକ । ସେଠାରେ ଏକ ଅଜଣା ସାପ କାମୁଡ଼ି ଦେଲା କଣ କରିବ କିଛି ଜାଣି ପାରିଲା ନାହିଁ । ଗୋଟେ ବିସ୍କୁଟ ଜାର ଆଣି ସେ ସାପକୁ ପୁରେଇଲା । ତାପରେ ଗୋଟେ ବ୍ୟାଗ୍ ରେ ଭରି ଚାଲିଲା ମାଲକାନଗିରି ମେଡ଼ିକାଲକୁ । ସେପଟେ ସାପକୁ ଦେଖି ଡକ୍ଟର ତାସହ ପାଖରେ ଥିବା ଲୋକ ଛାନିଆ । କିନ୍ତୁ ମହିଳା ଜଣକ ଚୁପଚାପ୍ ସାପ ଜାର ଟିକୁ ବ୍ୟାଗ୍ ରୁ ବାହାର କରି ଡକ୍ଟରଙ୍କୁ ଦେଖେଇଲା । ଏବେ ସେ ସୁସ୍ଥ ମେଡିକାଲରେ ଅଧିକ ଚିକିତ୍ସା ଜାରି ରହିଛି। #latastnewsupdate #pabitranews #malkangiri #sneakerhead

Kendujhar Town, Kendujhar | Jun 26, 2026

#ସକାଳର_ବଡ଼_ଖବର 
Sakala Bulletin | 26 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 26 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Jun 26, 2026

#ରୀତାଞ୍ଜଳୀଙ୍କ_ସ୍ମୃତିସଭା 
ହାଟଡିହି ବ୍ଲକ ବିଷ୍ନୁପ୍ରିୟା ବାଳାଶ୍ରମ ଠାରେ ପୂର୍ବତନ ପୋଷ୍ଟ ମାଷ୍ଟର ରୀତାଞ୍ଜଳୀ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।
#pabitranews #latastnewsupdate #Keonjhar

#ରୀତାଞ୍ଜଳୀଙ୍କ_ସ୍ମୃତିସଭା ହାଟଡିହି ବ୍ଲକ ବିଷ୍ନୁପ୍ରିୟା ବାଳାଶ୍ରମ ଠାରେ ପୂର୍ବତନ ପୋଷ୍ଟ ମାଷ୍ଟର ରୀତାଞ୍ଜଳୀ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। #pabitranews #latastnewsupdate #Keonjhar

Kendujhar Town, Kendujhar | Jun 25, 2026