Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
Sambalpur
सम्मान
bouddhatimes7
Previous slide
Next slide
ରାଜ ଅତିଥି ଭାବେ ଯୋଗଦେଲେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ବାଉଁଶୁଣୀ ଡିମିରିପାଲି ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ୫୯ତମ ଶାରଦୀୟ ଦୁର୍ଗାପୂଜାର 'ରାବଣ ଦରବାର'ର ଅନ୍ତିମ ରଜନୀରେ ରାଜ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଛନ୍ତି। #baunsuni #boudh #ravandarbar #dussehra #Minister #healthminister #odishanewstoday
Baudh Sadar, Boudh (Bauda)
| Oct 21, 2026
#baunsuni
#boudh
#ravandarbar
#dussehra
#minister
#healthminister
#odishanewstoday
MORE NEWS
ରେ ରାଧା ରେ ରାଧା. .. ହେଲେ ବି ଦାଦାର ବାଦ୍ୟ ତଳେ
Baudh Sadar, Boudh (Bauda) | Oct 21, 2026
ସମ୍ବଲପୁରୀ କୀର୍ତ୍ତନ ଭିଡିଓ ଥରେ ନିହାତି ଦେଖନ୍ତୁ ଭଲ ଲାଗିଲେ କମେଣ୍ଟ କରନ୍ତୁ l
Baudh Sadar, Boudh (Bauda) | Oct 21, 2026
ବୌଦ୍ଧରେ ୬୭ତମ ଓଡ଼ିଶା ପୋଲିସ ସହିଦ ସ୍ମୃତି ସମାରୋହ ଆଜି ବୌଦ୍ଧ IRB ପଡ଼ିଆ ପରିସରରେ ୬୭ତମ ଓଡ଼ିଶା ପୋଲିସ ସହିଦ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପତାକା ଉତ୍ତୋଳନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା,ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଅବକାରୀ ଅଧ୍ୟକ୍ଷକ ଶାନ୍ତି ମାରାଣ୍ଡି ଓ ସମସ୍ତ ପୋଲିସ ଅଧିକାରୀ। ଏହି କାର୍ଯ୍ୟକ୍ରମରେ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା ପୋଲିସ କର୍ମଚାରୀ ସ୍ୱର୍ଗତ ବିଭୁଦେନ୍ଦୁ ବିଶ୍ୱାଳ ଓ ମାର୍ଶାଲଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। #BoudhNews #OdishaPolice #PoliceCommemorationDay #Boudh #Odisha
Baudh Sadar, Boudh (Bauda) | Oct 21, 2026
ଜୟ ମା ସୁରେଶ୍ୱରୀ ମା ଗୋ ତୋର ପାଦେ ଶରଣମ 👏
Baudh Sadar, Boudh (Bauda) | Oct 21, 2026
ଲଇଡା ଗ୍ରାମରେ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ ଲଇଡା, ଦପଳା ପଞ୍ଚାୟତ, କଣ୍ଟାମାଲ ବ୍ଲକ (ବୌଦ୍ଧ ଜିଲ୍ଲା) ଆଜି ଲଇଡା ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ମଙ୍ଗଳମୟ ପରିବେଶରେ ପୂଜାର୍ଚ୍ଚନା ଓ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ କୃପାରୁ ଏହି ପବିତ୍ର କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ସମସ୍ତ ଗ୍ରାମବାସୀ ଏକାଠି ହୋଇ ସମୂହ ପୂଜା କରିଥିଲେ। ହର ହର ମହାଦେବ! ଜୟ ବାବା ବୈଦ୍ୟନାଥ! #Bouddha #Kantamal #Laida #ShivaTemple #BhoomiPujan #BouddhaTimes
Baudh Sadar, Boudh (Bauda) | Oct 20, 2026
ବୌଦ୍ଧ ମାଳିସାହିରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ମା’ ଦୁର୍ଗାଙ୍କ ଦିବ୍ୟ ଭେଟଘାଟ! ବୌଦ୍ଧର ପ୍ରସିଦ୍ଧ ମାଳିସାହି ଦୁର୍ଗାପୂଜା ଅବସରରେ ସୃଷ୍ଟି ହୋଇଛି ଏକ ଅପୂର୍ବ ଓ ଭକ୍ତିମୟ ପରିବେଶ। ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଏବଂ ଜଗତଜନନୀ ମା’ ଦୁର୍ଗାଙ୍କର ମହାନ ଦିବ୍ୟ ଭେଟଘାଟ ମହୋତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଶଙ୍ଖ, ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମ୍ପୂର୍ଣ୍ଣ ମାଳିସାହି ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ଶହ ଶହ ଭକ୍ତଙ୍କ ଗହଣରେ ଏକ ଭାବପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଜୟ ମା’ ଦୁର୍ଗା! ଜୟ ଶ୍ରୀ ରାମ! #Boudh #DurgaPuja #Malisahi #RaghunathJiu #BoudhDurgaPuja #Devotional #OdishaFestival #BoudhNews
Baudh Sadar, Boudh (Bauda) | Oct 20, 2026
ସୁବର୍ଣ୍ଣପୁର ର ପ୍ରସିଦ୍ଧ ବଳି ଯାତ୍ରା #highlights
Baudh Sadar, Boudh (Bauda) | Oct 20, 2026
ନୂତନ ମନ୍ଦିର ନିର୍ମାଣ ପାଇଁ ଶୁଭସ୍ତମ୍ଭ ସ୍ଥାପନ କଣ୍ଟାମାଲ ବ୍ଲକ ଦପଳାପଂଚାୟତ ର ଲଇଡା ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଆଜି ପୂଜା ଅର୍ଚନା ସହ ଭୂମିପୂଜନ ହୋଇଛି #highlights
Baudh Sadar, Boudh (Bauda) | Oct 20, 2026