ବଡସାହି: ପୁରିନ୍ଦାରେ କାର୍ଯ୍ୟରତ ପଞ୍ଚାୟତନିର୍ବାହୀ ଅଧିକାରୀଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ମାରପିଟ ପରେ ହତ୍ୟା ଧମକ ଅଭିଯୋଗରେ ମାମଲା ରୁଜୁ
ବେତନଟୀ ଥାନା ତଥା ବ୍ଲକ ଅଧୀନ ପୁରିନ୍ଦା ଗ୍ରାମରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଏବଂ ଆକ୍ରମଣ ସହିତ ହତ୍ୟା ଧମକ ଅଭିଯୋଗରେ ଶୁକ୍ରବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ l ଏତଲାକାରୀ ପୁରିନ୍ଦା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି l