ପୁରୀ: ମଧୁବାବୁ ପେନସନ ଯୋଜନା: 5,05,817 ନୂତନ ହିତାଧିକାରୀଙ୍କୁ ମିଳିଲା ଭତ୍ତା
Puri, Puri | Nov 17, 2026
ପୁରୀ ସତ୍ୟବାଦୀରେ ମଧୁବାବୁ ପେନସନ ଯୋଜନାର ଶୁଭାରମ୍ଭ। 5,05,817 ଜଣ ନୂତନ ହିତାଧିକାରୀଙ୍କୁ ମିଳିଲା ଭତ୍ତା। ସାଂସଦ ଡକ୍ଟର ସମ୍ବିତ ପାତ୍ର ଓ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP) ଉଦ୍ଘାଟିତ।