Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କଣ୍ଟାବାଞ୍ଜି: ତୁରେକେଲା ରେ ସମନ୍ବିତ ଶିଶୁ ବିକାଶ ସେବା ତରଫରୁ ବେଟି ବଚାଓ ବେଟି ପଢାଓ ସଚେତନତା ସଭା

Kantabanji, Balangir | Feb 21, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଏକ ଦିବସୀୟ ବେଟି ବଚାଓ ବେଟି ପଢାଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସିଡିପିଓ ବାସନ୍ତୀ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିପିଡିଓ ଗଜାନନ ନାଏକ,ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ଉତ୍କଳ ଗ୍ରାମ୍ୟବ୍ୟାଙ୍କ ପ୍ରବନ୍ଧକ ଧନଞ୍ଜୟ ପୁଝାରୀ, ଅଙ୍ଗନବାଡ଼ି ସୁପରଭାଇଜର ବୃନ୍ଦାବତି ଟାକ୍ରି,ଯଜ୍ଞନ ବିଶ୍ୱାଳ,ଧନ୍ଦେଇ ସାହୁ,ରଜନୀ ଭୋଇ ଅତିଥି ଭାବରେ ଯୋଗ ଦେଇଥିଲେ।
କଣ୍ଟାବାଞ୍ଜି: ତୁରେକେଲା ରେ ସମନ୍ବିତ ଶିଶୁ ବିକାଶ ସେବା ତରଫରୁ ବେଟି ବଚାଓ ବେଟି ପଢାଓ ସଚେତନତା ସଭା - Kantabanji News