ବାଙ୍କୀ: ସୁବର୍ଣ୍ଣପୁର ନିକଟରେ ଭାରତରତ୍ନ ଙ୍କର ଜୟନ୍ତୀ ବିଜେପି ପକ୍ଷରୁ ପାଳିତ
Banki, Cuttack | Apr 13, 2025 ଅପରାହ୍ନ ରେ ସୁବର୍ଣ୍ଣପୁର ଟାଉନ ବିଜେପି କାର୍ଯ୍ୟାଳୟରେ ର ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ। ଭାରତୀୟ ଜନତା ପାର୍ଟି ସୁବଣ୍ଣପୁର ମଣ୍ଡଳ ବାଙ୍କୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ। ସମସ୍ତ ବିଜେପି କର୍ମୀ ଉପସ୍ଥିତ ଥିଲେ।