🌧️ ଅସରାଏ ବର୍ଷାରେ ବେହାଲ ଜୟପୁର ସହର! 🌧️
ସାମାନ୍ୟ ବର୍ଷା ହେଲେ ହିଁ ଜୟପୁର ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି। ରାସ୍ତା ଉପରେ ଜମି ରହୁଛି ବର୍ଷା ପାଣି, ଯାହାଫଳରେ ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି ସହରବାସୀ।
ଡ୍ରେନେଜ୍ ବ୍ୟବସ୍ଥା ନେଇ ଉଠୁଛି ପ୍ରଶ୍ନ। ବର୍ଷା ଦିନରେ ଏଭଳି ସମସ୍ୟାରୁ କେବେ ମିଳିବ ମୁକ୍ତି?
📍 ଜୟପୁର, କୋରାପୁଟ
#Jeypore #Koraput #Rain #Waterlogging #OdishaNews #LocalNews