ଗୁଣୁପୁରର କରଣ ସାହିସ୍ଥିତ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ କାର୍ତ୍ତିକ ମାସ ପାଇଁ ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଯୋଗ ଦେଲେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼।