Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket

ଘସିପୁରା: କେଶଦୁରପାଳ ଗ୍ରାମର ସ୍ୱର୍ଗତ ଶଙ୍କର୍ଷଣ ବିନ୍ଧାଣିଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବିଧାୟକ

Ghasipura, Kendujhar | Oct 31, 2025
ଘଷିପୁରା ବ୍ଲକ କେଶଦୁରପାଳ ଗ୍ରାମର ସ୍ୱର୍ଗତ ଶଙ୍କର୍ଷଣ ବିନ୍ଧାଣି ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ । ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଙ୍କ ସହ କେଶଦୁରପାଳ ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ଙ୍କ ବହୁ ମାନ୍ୟଗଣ୍ୟ ବେକ୍ତି ଯୋଗ ଦେଇ ଫୋଟ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

MORE NEWS

ଲ୍ୟାଣ୍ଡମାଇନ ବିସ୍ପୋରଣ ରେ ସହିଦ ହୋଇଥିବା ଯବାନ ସୁଶାନ୍ତ ଖୁଣ୍ଟିଆ ଙ୍କ ତୃତୀୟ ସ୍ମୃତିଦିବସ ଆନନ୍ଦପୁର ବିଏନ୍ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ସ୍ମୃତି ଦିବସ ରେ ଆନନ୍ଦପୁର ଉପଜିଲ୍ଲାପାଳ ଏବଂ ସମ୍ବଲପୁର ରେଜିମେଣ୍ଟ ର ବରିଷ୍ଠ ଅଧିକାରୀ  ଯୋଗଦାନ କରିଛନ୍ତି।

Ghasipura, Kendujhar | Aug 12, 2026

ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ,ଠିକ ସମୟରେ ଦରମା ମିଳୁନଥିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ବସ୍ ଚାଳକ ମାନେ ହାଟଦିହିରେ ଆନ୍ଦୋଳନକୁ ଓଲ୍ହାଇଛନ୍ତି।

ଆନନ୍ଦପୁର ବ୍ଲକ ବାରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ଭାଙ୍ଗିବା ସହିତ ବର୍ଷାପାଣି ପଶିବା ଏବଂ ଦୀର୍ଘଦିନ ଧରି ନଳକୂପ ଅଚଳ ରହିବ ଭଳି ଅନେକ ସମସ୍ୟାର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ ,ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେତେ ସୁରକ୍ଷିତ ପଶ୍ନ କରିଛନ୍ତି ଅଭିଭାବକ,,

Ghasipura, Kendujhar | Aug 11, 2026