ରାଉରକେଲା ମ୍ୟୁନିସିପାଲଟି: ଦୁଇଟି ଅପରାଧିକଘଟଣାରେ ୯ ଅଭିଯୁକ୍ତ ଗିରଫ ଓ ୩୦ ଲକ୍ଷ ୬୫ ହଜ଼ାର ଟଙ୍କା ସହ
ମହିନ୍ଦ୍ରଥାର, ଲାଲଟପ, ଆଇ ଫୋନ ସହ ଅନେକ ସାମଗ୍ରୀ ଜବତ
ଫେବୃଆରୀ ୧୯ ତାରିଖ ଆରକ୍ଷୀଅଧିକ୍ଷକଙ୍କ କାର୍ଯାଳୟରେ ଅପରାହ୍ନ ପ୍ରାୟ ୧ଟା ସମୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କଲେ କି, ରାଉରକେଲା ପୋଲିସ ଦ୍ୱାରା ଦୁଇଟି ଅପରାଧିକ ଘଟଣାରରେ ନଅ ଜଣ ଅଭିଯୁକ୍ତଙ୍କୁ ଗିରଫ ସହ ୩୦ଲକ୍ଷ ୬୫ ହଜାର ଟଙ୍କା ସହ ମହେନ୍ଦ୍ର ଥର