କଟକ ପୌରାଞ୍ଚଳ: କଟକ ମହାନଗର ନିଗମରେ ଅନୁଷ୍ଠିତ ହେଲା ଜନଶୁଣାଣି
କଟକ ମହାନଗର ନିଗମରେ ସୋମବାର ଦିନ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ୱାର୍ଡର ନାଗରିକମାନେ ନିଜର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିବା ବେଳେ ନିଗମ ଅଧିକାରୀମାନେ ଏହାର ତ୍ୱରିତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।