Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ଧୂରମାଲ ଗ୍ରାମ ରାସ୍ତାରୁ ବେଆଇନ ମଦ କରବାର ନେଇ ଅବକାରୀ ପୋଲିସର ଚଢ଼ାଉ ମଦ ଜବତ ସହିତ ଆସାମୀ ନାମରେ ମାମଲା ରୁଜୁ

ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବଳାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଘଣ୍ଟାପଡା ଥାନା ଅନ୍ତର୍ଗତ ଧୂରମାଲ ଗ୍ରାମ ରାସ୍ତାରେ ବେଆଇନ ଭାବରେ ଦେଶି ମହୁଲି ମଦ କାରବାର ଚାଲିଥିବା ନେଇ l ଆଜି ସକାଳ ପାଖାପାଖି ୧୧ଟା ସମୟରେ କଣ୍ଟାମଳ ଅବକାରୀ ପୋଲିସ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୯ଲିଟର ବେଆଇନ ଦେଶି ମହୁଲି ମଦ ଜବତ କରିବା ସହିତ ସମ୍ପୃକ୍ତ ଆସାମୀକୁ ଗିରଫ କରି ୧୬୫/୨୦୨୫-୨୬ରେ ମାମଲା ରୁଜୁ କରି, ୩୫(୩)BNSS ରେ ନୋଟିସ ଦେଇ ଛାଡି ଦିଆଯାଇଛି l