#ରାତିରେ_ଜାତୀୟ_ରାଜପଥରେ_ପୋଲିସର_ଗାଡି_ଯାଞ୍ଚ_ବେଳେ_ରୁପ୍ସା #ପୋଲିସ_ଏସଆଇଙ୍କ_ବିରୋଧରେ_ମିଥ୍ୟା_ଅଭିଯୋଗ
ରାତି ସମୟରେ ଜାତୀୟ ରାଜପଥରେ ଚୋରି, ଛିନତାଇ ଓ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଗାଡ଼ି ଅଟକାଇ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିଲେ।ଏହି ସମୟରେ ଗାଡ଼ି ଚାଳକ ପୋଲିସ ଏସଆଇ ବବି ମିଶ୍ରଙ୍କ ସମେତ ଡ୍ୟୁଟିରେ ଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ଅନ୍ୟ କେହି ଜଣେ ବ୍ୟକ୍ତି ପୋଲିସ କୁ ବଦଲାମ ପାଇଁ ଫଟୋ ଉଠାଇଥିବା ଜଣାପଡ଼ିଛି। ପରେ ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
#Rupsa #baleswar #spbaleswar #CMOOdisha #bharatnewsodia
Singla, Balasore | Aug 23, 2026