ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ କଡ଼ାକଡ଼ି ଓ ପ୍ରଭାବଶାଳୀ କରିବା ପାଇଁ ବୌଦ୍ଧ ପୋଲିସର ବଡ଼ ପଦକ୍ଷେପ!
NDPS ମାମଲାର ସଠିକ୍ ତଦନ୍ତ, ଗଞ୍ଜେଇ ଜବତ ପ୍ରକ୍ରିୟା, ଏବଂ ଡିଜିଟାଲ୍ ଓ ଭୌତିକ ସାକ୍ଷ୍ୟର ସୁରକ୍ଷିତ ସଂରକ୍ଷଣ ସମ୍ବନ୍ଧୀୟ ଜ୍ଞାନ ଓ ବ୍ୟବହାରିକ ଦକ୍ଷତା ବୃଦ୍ଧି ପାଇଁ ବୌଦ୍ଧ ଥାନା ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ଠାରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।
ଏହି ବ୍ୟବହାରିକ ପ୍ରଶିକ୍ଷଣ ଆଗାମୀ ଦିନରେ ଆଇନସମ୍ମତ ତଦନ୍ତକୁ ଆହୁରି ସୁଦୃଢ଼ କରିବ।
ଆସନ୍ତୁ, ସମସ୍ତେ ମିଶି ଏକ ନିଶାମୁକ୍ତ ଓ ସୁରକ୍ଷିତ ସମାଜ ଗଠନ କରିବା!
#BoudhPolice #OdishaPolice #NDPS #GanjaSeizure #DrugFreeOdisha #SafeSociety #PoliceTraining #boudhanath_stupa