ଆଲୋକର ରଙ୍ଗିନ ଆଭା, ଭକ୍ତି ଓ ଉତ୍ସାହର ଅପୂର୍ବ ସମାହାର। ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି କଟକ ଜିଲ୍ଲାର ତିଗିରିଆ ଅଞ୍ଚଳ। ଚାରିଆଡ଼େ ସୁନ୍ଦର ଆଲୋକସଜ୍ଜା, ଆକର୍ଷଣୀୟ ତୋରଣ ଆଉ ରଙ୍ଗବେରଙ୍ଗର ମେଢ଼। ଶ୍ରଦ୍ଧା ଓ ଭକ୍ତିର ସହିତ ମା' ଶ୍ୟାମାକାଳୀଙ୍କ ଆରାଧନାରେ ମସଗୁଲ ହୋଇଛନ୍ତି ଶ୍ରଦ୍ଧାଳୁ। କେବଳ ପୂଜା ନୁହେଁ, ମେଳାର ମଜା ନେବାକୁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ହଜାର ହଜାର ଦର୍ଶକ। ପ୍ରାୟ ସାତଦିନ ଧରି ଚାଲିବ ଏହି ପ୍ରସିଦ୍ଧ କାଳୀପୂଜା। ଆସନ୍ତୁ ଦେଖିବା ତିଗିରିଆର ଏହି ଆକର୍ଷଣୀୟ କାଳୀପୂଜାର ଏକ ସ୍ୱତନ୍ତ୍ର ଚିତ୍ର।
#charchatv #odishanews #breakingnews #banki
Bhubaneswar M Corp, Khordha | Nov 11, 2026