Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଝାରସୁଗୁଡା: ଥାଇଲାଣ୍ଡ ରେ ଅନୁଷ୍ଠିତ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମ ରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଙ୍କୀ ବେଲପାହାଡ ରେ ଭବ୍ୟ ସ୍ୱାଗତ

Jharsuguda, Jharsuguda | Nov 28, 2025
ଥାଇଲାଣ୍ଡ ରେ ଅନୁଷ୍ଠିତ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମ ରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଙ୍କୀ ବେଲପାହାଡ ରେ ଭବ୍ୟ ସ୍ୱାଗତ କରାଯାଇଛି l ନଭେମ୍ବର ୧୭ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗୀତାରେ ପୁରୁଷ ଲଙ୍ଗ ଜମ୍ପ ଏବଂ ୨୦୦ ମିଟର ଟି ୪୭ କେଟେଗୋରି ରେ ବେଲପାହାଡ ର ଗୋବିନ୍ଦ ଦୁବେ ସ୍ଵର୍ଣ ପଦକ ଜିତି ବେଲପାହାଡ, ଝାରସୁଗୁଡା ଏବଂ ଓଡିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି l ଗୋବିନ୍ଦ ସ୍ଵର୍ଣ ପଦକ ଜିତିବାପରେ ବେଲପାହାଡ ଅଂଚଳରେ ଖୁସିର ଲହରୀ ଖେଳି ଯାଇଥିଲା l ଆଜି ଅପରାହ୍ନ ପ୍ରାୟ ୧ ଟା ୩୦ ରେ ଗୋବିନ୍ଦ ବେଲପାହାଡ ପହଁଚିବା ପରେ

MORE NEWS