କଳାହାଣ୍ଡି: କୋକସରା ଚିଲିଗୁଡା ମାଁ ମଙ୍ଗଳା ଛତର ଯାତ୍ରା: ଆୟୋଜକଙ୍କ ପ୍ରତିକ୍ରିୟା
Kalahandi, Kalahandi | Oct 20, 2026
କୋକସରା ଚିଲିଗୁଡାରେ ଅନୁଷ୍ଠିତ ହୋଇଥିବା ମାଁ ମଙ୍ଗଳାଙ୍କ ଛତର ଯାତ୍ରାକୁ ନେଇ ଆୟୋଜକମାନେ ନିଜର ମତ ରଖିଛନ୍ତି। ଯାତ୍ରାର ସଫଳତା ଓ ଶୃଙ୍ଖଳିତ ପରିଚାଳନା ନେଇ ସେମାନେ କହିଛନ୍ତି ଗୁରୁତ୍ୱପୂର୍ଣ୍ଣ କଥା।