କାମାକ୍ଷାନଗର: ଢେଙ୍କାନାଳ: ସରକାରୀ ସହାୟତା ପାଇଁ ଗୁହାରି କଲେ ଧନିଆନାଳୀର କମାର ପରିବାର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର ଧନିଆନାଳୀରେ ଅସୁବିଧାରେ କମାର ଶାଳ। ସାମଗ୍ରୀ ବିକ୍ରି ହେଉନଥିବା ଓ ବର୍ଷା ଦିନେ କାମ କରିବାରେ ଅସୁବିଧା ଯୋଗୁଁ ସରକାରୀ ସହାୟତା ପାଇଁ ନିବେଦନ କଲେ ବ୍ରହ୍ମା ଓ ରୀନା କମାର।