ଗଜପତି ଜିଲ୍ଲାରେ ମାନବାଧିକାର ସୁରକ୍ଷା ଓ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ UHRC ପକ୍ଷରୁ ପାରଳାଖେମୁଣ୍ଡି ଥାନା ଓ ସବ୍ଜେଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଅନୁଷ୍ଠିତ ହୋଇଛି।