ତେଲକୋଇ ବନାଞ୍ଚଳ କାଳିଆ ହତା ଫରେଷ୍ଟ ସେକ୍ସନ୍ ମାର୍ଦ୍ଦା ଅଞ୍ଚଳରେ ୨୪ ଟିକିଆ ହାତୀ ପଲ ,ବନବିଭାଗ ରଖିଛି ନଜର ।ଅଞ୍ଚଳରେ ଭୟର ବାତାବରଣ । ଆଜି ରାତ୍ରୀ ନଅଟା ସମୟର ସୂଚନା ।