କଳାହାଣ୍ଡି: TPWODL କର୍ମଚାରୀଙ୍କ 9 ଦଫା ଦାବି: ଦରମା ବୃଦ୍ଧି ଓ ଚାକିରି ସୁରକ୍ଷା ପାଇଁ ଦାବିପତ୍ର
Kalahandi, Kalahandi | Oct 1, 2026
ଭବାନୀପାଟଣାରେ TPWODL ଅଧୀନସ୍ଥ ବିଜନେସ୍ ଆସୋସିଏଟ୍ କର୍ମଚାରୀମାନେ ନିଜର 9 ଦଫା ଦାବି ନେଇ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଚାକିରି ସୁରକ୍ଷା ଓ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ପାଇଁ କର୍ମଚାରୀମାନେ ଦାବି ଜଣାଇଛନ୍ତି।