Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ରାଜ୍ୟସଭାରେ ଜିତିଲେ ଦିଲ୍ଲୀପ ରାୟ, ରାଉରକେଲା ଠାରେ ପ୍ରତିକ୍ରିୟା ରଖିଲେ ସମର୍ଥକ

Raurkela M, Sundargarh | Mar 16, 2026
ରାଜ୍ୟସଭା ଭୋଟ୍ ରେ ବିଜୟୀ ହୋଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।ବିଜୟୀ ହେବା ପରେ ରାଉରକେଲାରେ ଦିଲ୍ଲୀପକଂ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସୋମବାର ସଂନ୍ଧ୍ଯାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମର୍ଥକ।
ରାଉରକେଲା ମ୍ୟୁନିସିପାଲଟି: ରାଜ୍ୟସଭାରେ ଜିତିଲେ ଦିଲ୍ଲୀପ ରାୟ, ରାଉରକେଲା ଠାରେ ପ୍ରତିକ୍ରିୟା ରଖିଲେ ସମର୍ଥକ - Raurkela M News